or_tn_old/2co/09/01.md

1.8 KiB

General Information:

ଯେତେବେଳେ ପାଉଲ ଆଖାୟାକୁ ଉଲ୍ଲେଖ କରୁଛନ୍ତି, ସେ ଯେଉଁଠି କରିନ୍ଥ ନଗର ଅଛି ସେଠାରେ ଥିବା ଦକ୍ଷିଣ ଗ୍ରୀସ୍ ର ଗୋଟିଏ ରୋମୀୟ ପ୍ରଦେଶ ବିଷୟରେ କହୁଛନ୍ତି I (ଦେଖ: rc://*/ta/man/translate/translate-names)

Connecting Statement:

ପାଉଲ ଦାନ ଦେବା ବିଷୟରେ କହିବାରେ ଲାଗିଛନ୍ତି I ସେ ନିଶ୍ଚିତ କରିବାକୁ ଚାହୁଁଛନ୍ତି ଯେ ସେ ଆସିବା ପୂର୍ବରୁ ଯିରୂଶାଲମର ଅଭାବଗ୍ରସ୍ତ ବିଶ୍ବାସୀମାନଙ୍କ ନିମନ୍ତେ ଦାନ ସଂଗ୍ରହ କରିବା କାର୍ଯ୍ୟ ହୋଇଯାଉ, ଯେପରି ତାହା ଏମିତି ଦେଖା ନ ଯାଉ ଯେ ସେ ତହିଁରୁ ଲାଭ ନେଉଛନ୍ତି I ଦାନ ଦେବା କିପରି ଦାତାଙ୍କୁ ଆଶୀର୍ବାଦ କରେ ଓ ଈଶ୍ବରଙ୍କୁ ଗୌରବ ଦିଏ, ସେ ବିଷୟରେ ସେ କହୁଛନ୍ତି I

the ministry for the believers

ଏହା ଯିରୂଶାଲମସ୍ଥିତ ବିଶ୍ବାସୀମାନଙ୍କୁ ଦେବାପାଇଁ ଅର୍ଥ ସଂଗ୍ରହ କରିବା ବିଷୟକୁ ବୁଝାଏ I ଏହି ଉକ୍ତିର ପୂରା ଅର୍ଥକୁ ସ୍ପଷ୍ଟ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯିରୂଶାଲମସ୍ଥିତ ବିଶ୍ବାସୀମାନଙ୍କ ପାଇଁ ସେବାକାର୍ଯ୍ୟ” (ଦେଖ: rc://*/ta/man/translate/figs-explicit)