or_tn_old/2co/09/01.md

12 lines
1.8 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଯେତେବେଳେ ପାଉଲ ଆଖାୟାକୁ ଉଲ୍ଲେଖ କରୁଛନ୍ତି, ସେ ଯେଉଁଠି କରିନ୍ଥ ନଗର ଅଛି ସେଠାରେ ଥିବା ଦକ୍ଷିଣ ଗ୍ରୀସ୍ ର ଗୋଟିଏ ରୋମୀୟ ପ୍ରଦେଶ ବିଷୟରେ କହୁଛନ୍ତି I (ଦେଖ: [[rc://*/ta/man/translate/translate-names]])
# Connecting Statement:
ପାଉଲ ଦାନ ଦେବା ବିଷୟରେ କହିବାରେ ଲାଗିଛନ୍ତି I ସେ ନିଶ୍ଚିତ କରିବାକୁ ଚାହୁଁଛନ୍ତି ଯେ ସେ ଆସିବା ପୂର୍ବରୁ ଯିରୂଶାଲମର ଅଭାବଗ୍ରସ୍ତ ବିଶ୍ବାସୀମାନଙ୍କ ନିମନ୍ତେ ଦାନ ସଂଗ୍ରହ କରିବା କାର୍ଯ୍ୟ ହୋଇଯାଉ, ଯେପରି ତାହା ଏମିତି ଦେଖା ନ ଯାଉ ଯେ ସେ ତହିଁରୁ ଲାଭ ନେଉଛନ୍ତି I ଦାନ ଦେବା କିପରି ଦାତାଙ୍କୁ ଆଶୀର୍ବାଦ କରେ ଓ ଈଶ୍ବରଙ୍କୁ ଗୌରବ ଦିଏ, ସେ ବିଷୟରେ ସେ କହୁଛନ୍ତି I
# the ministry for the believers
ଏହା ଯିରୂଶାଲମସ୍ଥିତ ବିଶ୍ବାସୀମାନଙ୍କୁ ଦେବାପାଇଁ ଅର୍ଥ ସଂଗ୍ରହ କରିବା ବିଷୟକୁ ବୁଝାଏ I ଏହି ଉକ୍ତିର ପୂରା ଅର୍ଥକୁ ସ୍ପଷ୍ଟ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯିରୂଶାଲମସ୍ଥିତ ବିଶ୍ବାସୀମାନଙ୍କ ପାଇଁ ସେବାକାର୍ଯ୍ୟ” (ଦେଖ: [[rc://*/ta/man/translate/figs-explicit]])