or_tn_old/2co/01/03.md

1.4 KiB
Raw Permalink Blame History

May the God and Father of our Lord Jesus Christ be praised

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ସର୍ବଦା ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଈଶ୍ବର ଓ ପିତାଙ୍କର ପ୍ରସଂଶା କରୁ” (ଦେଖ: rc://*/ta/man/translate/figs-activepassive)

the God and Father

ଈଶ୍ବର, ଯେ କି ପିତା ଅଟନ୍ତି

the Father of mercies and the God of all comfort

ଏହି ଦୁଇଟି ବାକ୍ୟାଂଶ ଏକା ଚିନ୍ତାଧାରାକୁ ଭିନ୍ନଭିନ୍ନ ଦୁଇ ପ୍ରକାରେ ପ୍ରକାଶ କରେ I (ଦେଖ: rc://*/ta/man/translate/figs-parallelism)

the Father of mercies and the God of all comfort

ସମ୍ଭାବିତ ଅର୍ଥ ଗୁଡିକ ହେଲା ୧) ଯେ “ଦୟା” ଓ “ସମସ୍ତ ସାନ୍ତ୍ବନା” “ପିତା” ଓ “ଈଶ୍ବର”ଙ୍କର ଚରିତ୍ରକୁ ବର୍ଣ୍ଣନା କରେ କିମ୍ବା ) ଯେ “ପିତା” ଓ “ଈଶ୍ବର” ଶବ୍ଦ ତାହାଙ୍କୁ ବୁଝାଏ, ଯେ କି “ଦୟା” ଓ “ସମସ୍ତ ସାନ୍ତ୍ବନା”ର ଉତ୍ସ ଅଟନ୍ତି I