# May the God and Father of our Lord Jesus Christ be praised ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ସର୍ବଦା ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଈଶ୍ବର ଓ ପିତାଙ୍କର ପ୍ରସଂଶା କରୁ” (ଦେଖ: [[rc://*/ta/man/translate/figs-activepassive]]) # the God and Father ଈଶ୍ବର, ଯେ କି ପିତା ଅଟନ୍ତି # the Father of mercies and the God of all comfort ଏହି ଦୁଇଟି ବାକ୍ୟାଂଶ ଏକା ଚିନ୍ତାଧାରାକୁ ଭିନ୍ନଭିନ୍ନ ଦୁଇ ପ୍ରକାରେ ପ୍ରକାଶ କରେ I (ଦେଖ: [[rc://*/ta/man/translate/figs-parallelism]]) # the Father of mercies and the God of all comfort ସମ୍ଭାବିତ ଅର୍ଥ ଗୁଡିକ ହେଲା ୧) ଯେ “ଦୟା” ଓ “ସମସ୍ତ ସାନ୍ତ୍ବନା” “ପିତା” ଓ “ଈଶ୍ବର”ଙ୍କର ଚରିତ୍ରକୁ ବର୍ଣ୍ଣନା କରେ କିମ୍ବା ୨) ଯେ “ପିତା” ଓ “ଈଶ୍ବର” ଶବ୍ଦ ତାହାଙ୍କୁ ବୁଝାଏ, ଯେ କି “ଦୟା” ଓ “ସମସ୍ତ ସାନ୍ତ୍ବନା”ର ଉତ୍ସ ଅଟନ୍ତି I