or_tn_old/1ti/05/05.md

1.0 KiB

But a real widow is left all alone

କିନ୍ତୁ ଯେଉଁ ବିଧବାର ପ୍ରକୃତରେ ପରିବାର ନାହିଁ

She always remains with requests and prayers

ସେ ନିବେଦନ ଓ ପ୍ରାର୍ଥନା କରିବାକୁ ଲାଗିରହେ

requests and prayers

ଏହି ଦୁଇଟି ଶବ୍ଦର ଅର୍ଥ ମୌଳିକଭାବରେ ସମାନ I ଏହି ବିଧବାମାନେ କେତେ ପ୍ରାର୍ଥନା କରୁଛନ୍ତି, ତା’କୁ ଗୁରୁତ୍ବ ଦେବାକୁ ପାଉଲ ସେଗୁଡିକୁ ଏକତ୍ର ବ୍ୟବହାର କରୁଛନ୍ତି I (ଦେଖ: rc://*/ta/man/translate/figs-doublet)

both night and day

“ସବୁ ସମୟ”କୁ ବୁଝାଇବାପାଇଁ “ରାତ୍ରି” ଓ “ଦିନ” ଶବ୍ଦ ବ୍ୟବହାର କରାଯାଇଛି I ବିକଳ୍ପ ଅନୁବାଦ: “ସବୁ ସମୟରେ” (ଦେଖ: rc://*/ta/man/translate/figs-merism)