or_tn_old/1ti/05/05.md

16 lines
1.0 KiB
Markdown

# But a real widow is left all alone
କିନ୍ତୁ ଯେଉଁ ବିଧବାର ପ୍ରକୃତରେ ପରିବାର ନାହିଁ
# She always remains with requests and prayers
ସେ ନିବେଦନ ଓ ପ୍ରାର୍ଥନା କରିବାକୁ ଲାଗିରହେ
# requests and prayers
ଏହି ଦୁଇଟି ଶବ୍ଦର ଅର୍ଥ ମୌଳିକଭାବରେ ସମାନ I ଏହି ବିଧବାମାନେ କେତେ ପ୍ରାର୍ଥନା କରୁଛନ୍ତି, ତା’କୁ ଗୁରୁତ୍ବ ଦେବାକୁ ପାଉଲ ସେଗୁଡିକୁ ଏକତ୍ର ବ୍ୟବହାର କରୁଛନ୍ତି I (ଦେଖ: [[rc://*/ta/man/translate/figs-doublet]])
# both night and day
“ସବୁ ସମୟ”କୁ ବୁଝାଇବାପାଇଁ “ରାତ୍ରି” ଓ “ଦିନ” ଶବ୍ଦ ବ୍ୟବହାର କରାଯାଇଛି I ବିକଳ୍ପ ଅନୁବାଦ: “ସବୁ ସମୟରେ” (ଦେଖ: [[rc://*/ta/man/translate/figs-merism]])