or_tn_old/1ti/04/06.md

2.2 KiB

If you place these things before the brothers

ପାଉଲ ଆପଣା ଶିକ୍ଷା ବିଷୟରେ କହନ୍ତି ଯେ ସତେ ଯେପରି ଏହା ପଦାର୍ଥ, ଯାହା ଶାରୀରିକ ଭାବରେ ବିଶ୍ବାସୀମାନଙ୍କୁ ଦିଆଯାଇପାରିବ I ଏଠାରେ, ଶିକ୍ଷା ଦେବାର ଅର୍ଥ ପରାମର୍ଶ ଦେବା ବା ସ୍ମରଣ କରାଇବା I ବିକଳ୍ପ ଅନୁବାଦ: “ଯଦି ତୁମେ ବିଶ୍ବାସୀମାନଙ୍କୁ ଏହି ସବୁ ବିଷୟ ସ୍ମରଣ କରିବାକୁ ସାହାଯ୍ୟ କର” (ଦେଖ: rc://*/ta/man/translate/figs-metaphor)

these things

ଏହା ୧ ତୀମଥି ୩”୧୬ରେ ଆରମ୍ଭ ହୋଇଥିବା ଶିକ୍ଷାକୁ ବୁଝାଏ I

the brothers

ଏହା ପୁରୁଷ ଓ ସ୍ତ୍ରୀ ସମସ୍ତ ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-gendernotations)

you are being nourished by the words of faith and by the good teaching that you have followed

ପାଉଲ ଈଶ୍ବରଙ୍କ ବାକ୍ୟ ଓ ତାହାର ଶିକ୍ଷା ବିଷୟରେ କହନ୍ତି ଯେ ସତେ ଯେପରି ଏହା ତୀମଥିଙ୍କୁ ଶାରୀରିକ ଭାବରେ ଭୋଜନ କରାଇ ତାହାଙ୍କୁ ପରିପୁଷ୍ଟ କରିବ I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭେ ପାଳନ କରୁଥିବା ବିଶ୍ବାସର ବାକ୍ୟ ଓ ଉତ୍ତମ ଶିକ୍ଷା ତୁମ୍ଭକୁ ଅଧିକ ଭାବରେ ଖ୍ରୀଷ୍ଟଙ୍କଠାରେ ଭରସା କରିବାକୁ ଦେଉଅଛି” (ଦେଖ: [[rc:///ta/man/translate/figs-metaphor]] ଓ [[rc:///ta/man/translate/figs-activepassive]])

words of faith

ଲୋକମାନଙ୍କ ମଧ୍ୟରେ ବିଶ୍ବାସ ଜନ୍ମାଉଥିବା ବାକ୍ୟ