or_tn_old/1ti/03/16.md

3.8 KiB

We all agree

କେହି ଅଗ୍ରାହ୍ୟ କରିପାରିବେ ନାହିଁ

that the mystery of godliness is great

ଈଶ୍ବର ପ୍ରକାଶ କରିଥିବା ସତ୍ୟ ମହାନ୍ ଅଟେ

He appeared ... up in glory

ଏହା ଅଧିକ ସମ୍ଭବ ଯେ ପାଉଲ ଗୋଟିଏ ଗୀତ ବା ପଦ୍ୟକୁ ଉଦ୍ଧୃତ କରୁଛନ୍ତି I ଯଦି ତୁମ ଭାଷାରେ ଏହା ଗୋଟିଏ ପଦ୍ୟ ଭଳି ସୂଚାଉଛି, ତେବେ ତୁମେ ତାହା ଏଠାରେ ବ୍ୟବହାର କରିପାର I ଯଦି ନାହିଁ, ଏହାକୁ ତୁମେ ପଦ୍ୟଭାବରେ ନ କରି ସାଧାରଣ ଗଦ୍ୟଭାବରେ ଅନୁବାଦ କରି ପାରିବ I (ଦେଖ: rc://*/ta/man/translate/writing-poetry)

He appeared

ଏଠାରେ “ସେ” ଦ୍ବନ୍ଦମୂଳକ ଅଟେ I ଏହା “ଈଶ୍ବର” କିମ୍ବା “ଖ୍ରୀଷ୍ଟ”ଙ୍କୁ ବୁଝାଇପାରେ I ଏହାକୁ “ସେ” ବୋଲି ଅନୁବାଦ କରିବା ସବୁଠାରୁ ଭଲ ହୋଇପାରେ I ଯଦି ତୁମେ ଅଧିକ ନିର୍ଦ୍ଦିଷ୍ଟ ହେବାକୁ ଚାହୁଁଛ, ତେବେ ତୁମେ ଏହାକୁ “ଖ୍ରୀଷ୍ଟ, ଯେ କି ଈଶ୍ବର” ବା “ଖ୍ରୀଷ୍ଟ” ବୋଲି ଅନୁବାଦ କରିପାରିବ I

in the flesh

ପାଉଲ ଏଠାରେ “ଦେହବନ୍ତ” ବ୍ୟବହାର କରି ଜଣେ ମନୁଷ୍ୟକୁ ବୁଝାଉଛନ୍ତି I ବିକଳ୍ପ ଅନୁବାଦ: “ଜଣେ ପ୍ରକୃତ ମନୁଷ୍ୟଭାବରେ” (ଦେଖ: rc://*/ta/man/translate/figs-metonymy)

was vindicated by the Spirit

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ପବିତ୍ର ଆତ୍ମା ପ୍ରମାଣିତ କଲେ ଯେ ସେ ଯାହା ବୋଲି ଆପଣାକୁ କହିଥିଲେ, ସେ ତାହା ଅଟନ୍ତି” (ଦେଖ: rc://*/ta/man/translate/figs-activepassive)

was seen by angels

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଦୂତମାନେ ତାହାଙ୍କୁ ଦେଖିଲେ” (ଦେଖ: rc://*/ta/man/translate/figs-activepassive)

was proclaimed among nations

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଅନେକ ଜାତିର ଲୋକମାନେ ଅନ୍ୟମାନଙ୍କୁ ତାହାଙ୍କ ବିଷୟରେ କହିଲେ” (ଦେଖ: rc://*/ta/man/translate/figs-activepassive)

was believed on in the world

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଜଗତର ଅନେକ ଅଂଶରେ ଲୋକମାନେ ତାହାଙ୍କଠାରେ ବିଶ୍ବାସ କଲେ” (ଦେଖ: rc://*/ta/man/translate/figs-activepassive)

was taken up in glory

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ପିତା ଈଶ୍ବର ତାହାଙ୍କୁ ଗୌରବରେ ସ୍ବର୍ଗକୁ ନେଲେ” (ଦେଖ: rc://*/ta/man/translate/figs-activepassive)

in glory

ଏହାର ଅର୍ଥ ହେଉଛି ସେ ପିତା ଈଶ୍ବରଙ୍କଠାରୁ ପରାକ୍ରମ ଗ୍ରହଣ କଲେ ଓ ସେ ସମ୍ମାନର ଯୋଗ୍ୟ ଅଟନ୍ତି I