or_tn_old/1ti/03/16.md

44 lines
3.8 KiB
Markdown
Raw Permalink Normal View History

2020-11-19 00:15:53 +00:00
# We all agree
କେହି ଅଗ୍ରାହ୍ୟ କରିପାରିବେ ନାହିଁ
# that the mystery of godliness is great
ଈଶ୍ବର ପ୍ରକାଶ କରିଥିବା ସତ୍ୟ ମହାନ୍ ଅଟେ
# He appeared ... up in glory
ଏହା ଅଧିକ ସମ୍ଭବ ଯେ ପାଉଲ ଗୋଟିଏ ଗୀତ ବା ପଦ୍ୟକୁ ଉଦ୍ଧୃତ କରୁଛନ୍ତି I ଯଦି ତୁମ ଭାଷାରେ ଏହା ଗୋଟିଏ ପଦ୍ୟ ଭଳି ସୂଚାଉଛି, ତେବେ ତୁମେ ତାହା ଏଠାରେ ବ୍ୟବହାର କରିପାର I ଯଦି ନାହିଁ, ଏହାକୁ ତୁମେ ପଦ୍ୟଭାବରେ ନ କରି ସାଧାରଣ ଗଦ୍ୟଭାବରେ ଅନୁବାଦ କରି ପାରିବ I (ଦେଖ: [[rc://*/ta/man/translate/writing-poetry]])
# He appeared
ଏଠାରେ “ସେ” ଦ୍ବନ୍ଦମୂଳକ ଅଟେ I ଏହା “ଈଶ୍ବର” କିମ୍ବା “ଖ୍ରୀଷ୍ଟ”ଙ୍କୁ ବୁଝାଇପାରେ I ଏହାକୁ “ସେ” ବୋଲି ଅନୁବାଦ କରିବା ସବୁଠାରୁ ଭଲ ହୋଇପାରେ I ଯଦି ତୁମେ ଅଧିକ ନିର୍ଦ୍ଦିଷ୍ଟ ହେବାକୁ ଚାହୁଁଛ, ତେବେ ତୁମେ ଏହାକୁ “ଖ୍ରୀଷ୍ଟ, ଯେ କି ଈଶ୍ବର” ବା “ଖ୍ରୀଷ୍ଟ” ବୋଲି ଅନୁବାଦ କରିପାରିବ I
# in the flesh
ପାଉଲ ଏଠାରେ “ଦେହବନ୍ତ” ବ୍ୟବହାର କରି ଜଣେ ମନୁଷ୍ୟକୁ ବୁଝାଉଛନ୍ତି I ବିକଳ୍ପ ଅନୁବାଦ: “ଜଣେ ପ୍ରକୃତ ମନୁଷ୍ୟଭାବରେ” (ଦେଖ: [[rc://*/ta/man/translate/figs-metonymy]])
# was vindicated by the Spirit
ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ପବିତ୍ର ଆତ୍ମା ପ୍ରମାଣିତ କଲେ ଯେ ସେ ଯାହା ବୋଲି ଆପଣାକୁ କହିଥିଲେ, ସେ ତାହା ଅଟନ୍ତି” (ଦେଖ: [[rc://*/ta/man/translate/figs-activepassive]])
# was seen by angels
ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଦୂତମାନେ ତାହାଙ୍କୁ ଦେଖିଲେ” (ଦେଖ: [[rc://*/ta/man/translate/figs-activepassive]])
# was proclaimed among nations
ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଅନେକ ଜାତିର ଲୋକମାନେ ଅନ୍ୟମାନଙ୍କୁ ତାହାଙ୍କ ବିଷୟରେ କହିଲେ” (ଦେଖ: [[rc://*/ta/man/translate/figs-activepassive]])
# was believed on in the world
ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଜଗତର ଅନେକ ଅଂଶରେ ଲୋକମାନେ ତାହାଙ୍କଠାରେ ବିଶ୍ବାସ କଲେ” (ଦେଖ: [[rc://*/ta/man/translate/figs-activepassive]])
# was taken up in glory
ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ପିତା ଈଶ୍ବର ତାହାଙ୍କୁ ଗୌରବରେ ସ୍ବର୍ଗକୁ ନେଲେ” (ଦେଖ: [[rc://*/ta/man/translate/figs-activepassive]])
# in glory
ଏହାର ଅର୍ଥ ହେଉଛି ସେ ପିତା ଈଶ୍ବରଙ୍କଠାରୁ ପରାକ୍ରମ ଗ୍ରହଣ କଲେ ଓ ସେ ସମ୍ମାନର ଯୋଗ୍ୟ ଅଟନ୍ତି I