or_tn_old/1ti/01/02.md

1.6 KiB

true son in the faith

ପାଉଲ ତୀମଥିଙ୍କ ସହିତ ଆପଣା ଘନିଷ୍ଠ ସମ୍ପର୍କ ବିଷୟରେ କହନ୍ତି ଯେ ସତେ ଯେପରି ସେମାନେ ପିତା ଓ ପୁତ୍ର I ଏହା ପାଉଲଙ୍କର ନିଷ୍କପଟ ପ୍ରେମ ଓ ତୀମଥିଙ୍କ ସ୍ବୀକୃତିକୁ ଦେଖାଏ I ଏହା ମଧ୍ୟ ହୋଇପାରେ ଯେ ତୀମଥି ପାଉଲଙ୍କ ଦ୍ବାରା ଖ୍ରୀଷ୍ଟଙ୍କୁ ଗ୍ରହଣ କରିଥିଲେ ଓ ସେଥିପାଇଁ ପାଉଲ ତାହାଙ୍କୁ ଆପଣା ସନ୍ତାନ ସଦୃଶ ବିବେଚନା କରୁଥିଲେ I ବିକଳ୍ପ ଅନୁବାଦ: “ଯେ କି ପ୍ରକୃତରେ ମୋ ପ୍ରତି ଜଣେ ପୁତ୍ର ସଦୃଶ” (ଦେଖ: rc://*/ta/man/translate/figs-metaphor)

Grace, mercy, and peace

ଅନୁଗ୍ରହ, ଦୟା ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ, କିମ୍ବା “ତୁମ୍ଭେମାନେ ଦୟା, କରୁଣା ଓ ଶାନ୍ତି ଲାଭ କରୁଥାଅ”

God the Father

ଆମ୍ଭମାନଙ୍କ ପିତା ଈଶ୍ବର I ଏଠାରେ “ପିତା” ଈଶ୍ବରଙ୍କର ଗୋଟିଏ ଗୁରୁତ୍ବପୂର୍ଣ୍ଣ ଉପାଧି ଅଟେ I (ଦେଖ: rc://*/ta/man/translate/guidelines-sonofgodprinciples)

Christ Jesus our Lord

ଆମ୍ଭମାନଙ୍କ ପ୍ରଭୁ, ଖ୍ରୀଷ୍ଟ ଯୀଶୁ