or_tn_old/1ti/01/02.md

16 lines
1.6 KiB
Markdown
Raw Permalink Normal View History

2020-11-19 00:15:53 +00:00
# true son in the faith
ପାଉଲ ତୀମଥିଙ୍କ ସହିତ ଆପଣା ଘନିଷ୍ଠ ସମ୍ପର୍କ ବିଷୟରେ କହନ୍ତି ଯେ ସତେ ଯେପରି ସେମାନେ ପିତା ଓ ପୁତ୍ର I ଏହା ପାଉଲଙ୍କର ନିଷ୍କପଟ ପ୍ରେମ ଓ ତୀମଥିଙ୍କ ସ୍ବୀକୃତିକୁ ଦେଖାଏ I ଏହା ମଧ୍ୟ ହୋଇପାରେ ଯେ ତୀମଥି ପାଉଲଙ୍କ ଦ୍ବାରା ଖ୍ରୀଷ୍ଟଙ୍କୁ ଗ୍ରହଣ କରିଥିଲେ ଓ ସେଥିପାଇଁ ପାଉଲ ତାହାଙ୍କୁ ଆପଣା ସନ୍ତାନ ସଦୃଶ ବିବେଚନା କରୁଥିଲେ I ବିକଳ୍ପ ଅନୁବାଦ: “ଯେ କି ପ୍ରକୃତରେ ମୋ ପ୍ରତି ଜଣେ ପୁତ୍ର ସଦୃଶ” (ଦେଖ: [[rc://*/ta/man/translate/figs-metaphor]])
# Grace, mercy, and peace
ଅନୁଗ୍ରହ, ଦୟା ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ, କିମ୍ବା “ତୁମ୍ଭେମାନେ ଦୟା, କରୁଣା ଓ ଶାନ୍ତି ଲାଭ କରୁଥାଅ”
# God the Father
ଆମ୍ଭମାନଙ୍କ ପିତା ଈଶ୍ବର I ଏଠାରେ “ପିତା” ଈଶ୍ବରଙ୍କର ଗୋଟିଏ ଗୁରୁତ୍ବପୂର୍ଣ୍ଣ ଉପାଧି ଅଟେ I (ଦେଖ: [[rc://*/ta/man/translate/guidelines-sonofgodprinciples]])
# Christ Jesus our Lord
ଆମ୍ଭମାନଙ୍କ ପ୍ରଭୁ, ଖ୍ରୀଷ୍ଟ ଯୀଶୁ