or_tn_old/1jn/02/12.md

2.2 KiB
Raw Permalink Blame History

General Information:

ଯୋହନ ବର୍ଣ୍ଣନା କରନ୍ତି ଯେ କାହିକି ସେ ଭିନ୍ନ ବର୍ଗର ଲୋକମାନଙ୍କ ନିକଟକୁ କିମ୍ବା ପରିପକ୍ବତାରେ ଭିନ୍ନ ବିଶ୍ବାସୀମାନଙ୍କୁ ଏହି ପତ୍ର ଲେଖୁଛନ୍ତି । ଏହି ବାକ୍ୟଗୁଡିକ ନିମନ୍ତେ ସମାନ ପ୍ରକାରର ଶବ୍ଦକୁ ବ୍ୟବହାର କରିବା ନିମନ୍ତେ ଚେଷ୍ଟା କର, ଯେପରି ସେଗୁଡିକ ପଦ୍ୟ ରୂପରେ ଲେଖାଯାଇଅଛି ।

you, dear children

ଯୋହନ ଜଣେ ପ୍ରାଚୀନ ଏବଂ ସେମାନଙ୍କ ଅଧକ୍ଷ ଥିଲେ । ସେ ସେମାନଙ୍କ ନିମନ୍ତେ ତାହାଙ୍କ ପ୍ରେମ ପ୍ରଦର୍ଶନ କରିବା ନିମନ୍ତେ ଏହି ଅଭିବ୍ୟକ୍ତକୁ ବ୍ୟବହାର କରନ୍ତି । ଦେଖ[୧ମ ଯୋହନ :୧] (..//୦୧.md) ରେ ତୁମେ କିପରି ଅନୁବାଦ କରିଅଛ । ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ, ଖ୍ରୀଷ୍ଟରେ ମୋର ପ୍ରିୟ ସନ୍ତାନଗଣ” କିମ୍ବା “ତୁମ୍ଭେମାନେ ମୋର ନିଜ ସନ୍ତାନମାନଙ୍କ ସ୍ବରୂପ ପ୍ରିୟ ଅଟ” (ଦେଖ:rc://*/ta/man/translate/figs-metaphor)

your sins are forgiven

ଏହା ସକ୍ରିୟ ରୂପରେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଈଶ୍ବର ତୁମ୍ଭମାନଙ୍କ ପାପ କ୍ଷମା କରନ୍ତି” (ଦେଖ: rc://*/ta/man/translate/figs-activepassive)

because of his name

ତାହାଙ୍କ ନାମ ଖ୍ରୀଷ୍ଟଙ୍କୁ ସୂଚିତ କରେ ଏବଂ ସେ କିଏ ଅଟନ୍ତି ଅନ୍ୟ ଏକ ଅନୁବାଦ: “କାରଣ ଖ୍ରୀଷ୍ଟ ଯାହା ତୁମ୍ଭମାନଙ୍କ ନିମନ୍ତେ କରିଅଛନ୍ତି” (ଦେଖ: rc://*/ta/man/translate/figs-metonymy)