or_tn_old/1jn/02/12.md

16 lines
2.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଯୋହନ ବର୍ଣ୍ଣନା କରନ୍ତି ଯେ କାହିକି ସେ ଭିନ୍ନ ବର୍ଗର ଲୋକମାନଙ୍କ ନିକଟକୁ କିମ୍ବା ପରିପକ୍ବତାରେ ଭିନ୍ନ ବିଶ୍ବାସୀମାନଙ୍କୁ ଏହି ପତ୍ର ଲେଖୁଛନ୍ତି । ଏହି ବାକ୍ୟଗୁଡିକ ନିମନ୍ତେ ସମାନ ପ୍ରକାରର ଶବ୍ଦକୁ ବ୍ୟବହାର କରିବା ନିମନ୍ତେ ଚେଷ୍ଟା କର, ଯେପରି ସେଗୁଡିକ ପଦ୍ୟ ରୂପରେ ଲେଖାଯାଇଅଛି ।
# you, dear children
ଯୋହନ ଜଣେ ପ୍ରାଚୀନ ଏବଂ ସେମାନଙ୍କ ଅଧକ୍ଷ ଥିଲେ । ସେ ସେମାନଙ୍କ ନିମନ୍ତେ ତାହାଙ୍କ ପ୍ରେମ ପ୍ରଦର୍ଶନ କରିବା ନିମନ୍ତେ ଏହି ଅଭିବ୍ୟକ୍ତକୁ ବ୍ୟବହାର କରନ୍ତି । ଦେଖ[୧ମ ଯୋହନ :୧] (..//୦୧.md) ରେ ତୁମେ କିପରି ଅନୁବାଦ କରିଅଛ । ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ, ଖ୍ରୀଷ୍ଟରେ ମୋର ପ୍ରିୟ ସନ୍ତାନଗଣ” କିମ୍ବା “ତୁମ୍ଭେମାନେ ମୋର ନିଜ ସନ୍ତାନମାନଙ୍କ ସ୍ବରୂପ ପ୍ରିୟ ଅଟ” (ଦେଖ:[[rc://*/ta/man/translate/figs-metaphor]])
# your sins are forgiven
ଏହା ସକ୍ରିୟ ରୂପରେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଈଶ୍ବର ତୁମ୍ଭମାନଙ୍କ ପାପ କ୍ଷମା କରନ୍ତି” (ଦେଖ: [[rc://*/ta/man/translate/figs-activepassive]])
# because of his name
ତାହାଙ୍କ ନାମ ଖ୍ରୀଷ୍ଟଙ୍କୁ ସୂଚିତ କରେ ଏବଂ ସେ କିଏ ଅଟନ୍ତି ଅନ୍ୟ ଏକ ଅନୁବାଦ: “କାରଣ ଖ୍ରୀଷ୍ଟ ଯାହା ତୁମ୍ଭମାନଙ୍କ ନିମନ୍ତେ କରିଅଛନ୍ତି” (ଦେଖ: [[rc://*/ta/man/translate/figs-metonymy]])