or_tn_old/1co/07/14.md

2.1 KiB
Raw Permalink Blame History

For the unbelieving husband is set apart because of his wife

ସାମ୍ଭାବ୍ୟ ଅର୍ଥଗୁଡିକ ୧) ""କାରଣ ଈଶ୍ବର ତାହାଙ୍କ ପାଇଁ ଅବିଶ୍ବାସୀ ପତିକୁ ବାଛିଛନ୍ତି ତାହାର ବିଶ୍ବାସିନୀ ପତ୍ନୀଙ୍କ ସକାଶେ"" ଓ ) "" ତାହାର ବିଶ୍ବାସିନୀ ପତ୍ନୀଙ୍କ ସକାଶେ ଇଶ୍ବର ଅବିଶ୍ବାସୀ ପତିକୁ ନିଜର ପୁତ୍ର ସହିତ ଯେପରି ବ୍ୟବହାର କରାଯାଏ ସେହିପରି ବ୍ୟବହାର କରିବେ"" (ଦେଖା:rc://*/ta/man/translate/figs-activepassive)

husband ... wife

ଏହା ""ପୁରୁଷ"" ଏବଂ ""ସ୍ତ୍ରୀ"" ଶବ୍ଦ ନିମନ୍ତେ ବ୍ୟବହୃତ ସମାନ ଗ୍ରୀକ୍ ଶବ୍ଦ ଅଟେ

the unbelieving wife is set apart because of the brother

ସାମ୍ଭାବ୍ୟ ଶବ୍ଦଗୁଡିକ ୧) ""କାରଣ ଈଶ୍ବର ଅବିଶ୍ବାସିନୀ ପତ୍ନୀକୁ ତାହାର ବିଶ୍ବାସୀ ପତି ହେତୁ ନିଜ ନିମନ୍ତେ ଅଲଗା କରିଛନ୍ତି"" ବା ) "" ଈଶ୍ବର ଅବିଶ୍ବାସିନୀ ପତ୍ନୀକୁ ତାହାର ବିଶ୍ବାସୀ ପତି ହେତୁ ଯେପରି ଆପଣା ଝିଅ ସହିତ ବ୍ୟବହାର କରାଯାଏ ସେହିପରି ବ୍ୟବହାର କରନ୍ତି

the brother

ବିଶ୍ବାସ କରୁଥିବା ପୁରୁଷ ବା ପତି

they are set apart

ସାମ୍ଭାବ୍ୟ ଅର୍ଥଗୁଡିକ ୧) ""ଇଶ୍ବର ସେମାନଙ୍କୁ ନିଜ ନିମନ୍ତେ ଅଲଗା କରିଛନ୍ତି । ) ଇଶ୍ବର ନିଜ ସନ୍ତାନମାନଙ୍କ ସହିତ ଯେପରି ବ୍ୟବହାର କରନ୍ତେ ସେମାନଙ୍କ ସହିତ ସେହିପରି ବ୍ୟବହାର କରନ୍ତି ।"" (ଦେଖ: rc://*/ta/man/translate/figs-activepassive)