or_tn_old/1co/07/14.md

20 lines
2.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# For the unbelieving husband is set apart because of his wife
ସାମ୍ଭାବ୍ୟ ଅର୍ଥଗୁଡିକ ୧) ""କାରଣ ଈଶ୍ବର ତାହାଙ୍କ ପାଇଁ ଅବିଶ୍ବାସୀ ପତିକୁ ବାଛିଛନ୍ତି ତାହାର ବିଶ୍ବାସିନୀ ପତ୍ନୀଙ୍କ ସକାଶେ"" ଓ ) "" ତାହାର ବିଶ୍ବାସିନୀ ପତ୍ନୀଙ୍କ ସକାଶେ ଇଶ୍ବର ଅବିଶ୍ବାସୀ ପତିକୁ ନିଜର ପୁତ୍ର ସହିତ ଯେପରି ବ୍ୟବହାର କରାଯାଏ ସେହିପରି ବ୍ୟବହାର କରିବେ"" (ଦେଖା:[[rc://*/ta/man/translate/figs-activepassive]])
# husband ... wife
ଏହା ""ପୁରୁଷ"" ଏବଂ ""ସ୍ତ୍ରୀ"" ଶବ୍ଦ ନିମନ୍ତେ ବ୍ୟବହୃତ ସମାନ ଗ୍ରୀକ୍ ଶବ୍ଦ ଅଟେ
# the unbelieving wife is set apart because of the brother
ସାମ୍ଭାବ୍ୟ ଶବ୍ଦଗୁଡିକ ୧) ""କାରଣ ଈଶ୍ବର ଅବିଶ୍ବାସିନୀ ପତ୍ନୀକୁ ତାହାର ବିଶ୍ବାସୀ ପତି ହେତୁ ନିଜ ନିମନ୍ତେ ଅଲଗା କରିଛନ୍ତି"" ବା ) "" ଈଶ୍ବର ଅବିଶ୍ବାସିନୀ ପତ୍ନୀକୁ ତାହାର ବିଶ୍ବାସୀ ପତି ହେତୁ ଯେପରି ଆପଣା ଝିଅ ସହିତ ବ୍ୟବହାର କରାଯାଏ ସେହିପରି ବ୍ୟବହାର କରନ୍ତି
# the brother
ବିଶ୍ବାସ କରୁଥିବା ପୁରୁଷ ବା ପତି
# they are set apart
ସାମ୍ଭାବ୍ୟ ଅର୍ଥଗୁଡିକ ୧) ""ଇଶ୍ବର ସେମାନଙ୍କୁ ନିଜ ନିମନ୍ତେ ଅଲଗା କରିଛନ୍ତି । ) ଇଶ୍ବର ନିଜ ସନ୍ତାନମାନଙ୍କ ସହିତ ଯେପରି ବ୍ୟବହାର କରନ୍ତେ ସେମାନଙ୍କ ସହିତ ସେହିପରି ବ୍ୟବହାର କରନ୍ତି ।"" (ଦେଖ: [[rc://*/ta/man/translate/figs-activepassive]])