Door43-Catalog_or_tn/1CO/10/23.md

860 B

“ସମସ୍ତ ବିଷୟ ସାଧନ କରିବାକୁ”

କେତେକ କରିନ୍ଥୀୟମାନଙ୍କୁ ପାଉଲ ଏକ ବାକ୍ୟାଂଶ ଉଦ୍ଧୃତ କରୁଛନ୍ତି। ଏଠାରେ: ‘ମୁଁ ଇଚ୍ଛା କରୁଥିବା ଯେକୌଣସି ବିଷୟ ମୁଁ କରି ପାରେ’।“

କେହି ନିଜର ସ୍ଵାର୍ଥ ଚେଷ୍ଟା ନ କରୁ, ମାତ୍ର ପ୍ରତ୍ୟେକ ଜଣ ଅନ୍ୟର ମଙ୍ଗଳ ଚେଷ୍ଟା କରୁ

ଆପଣା ନିମନ୍ତେ କଅଣ ମଙ୍ଗଳ ତାହା କରିବା ଅପେକ୍ଷା ଅନ୍ୟମାନଙ୍କ ନିମନ୍ତେ କଅଣ ମଙ୍ଗଳ ତାହା କରିବା।

ଉତ୍ତମ

ଏଠାରେ: “ଲାଭଦାୟକ”