Door43-Catalog_or_tn/1CO/10/23.md

8 lines
860 B
Markdown
Raw Normal View History

2018-01-11 01:51:28 +00:00
# “ସମସ୍ତ ବିଷୟ ସାଧନ କରିବାକୁ”
କେତେକ କରିନ୍ଥୀୟମାନଙ୍କୁ ପାଉଲ ଏକ ବାକ୍ୟାଂଶ ଉଦ୍ଧୃତ କରୁଛନ୍ତି। ଏଠାରେ: ‘ମୁଁ ଇଚ୍ଛା କରୁଥିବା ଯେକୌଣସି ବିଷୟ ମୁଁ କରି ପାରେ’।“
# କେହି ନିଜର ସ୍ଵାର୍ଥ ଚେଷ୍ଟା ନ କରୁ, ମାତ୍ର ପ୍ରତ୍ୟେକ ଜଣ ଅନ୍ୟର ମଙ୍ଗଳ ଚେଷ୍ଟା କରୁ
ଆପଣା ନିମନ୍ତେ କଅଣ ମଙ୍ଗଳ ତାହା କରିବା ଅପେକ୍ଷା ଅନ୍ୟମାନଙ୍କ ନିମନ୍ତେ କଅଣ ମଙ୍ଗଳ ତାହା କରିବା।
# ଉତ୍ତମ
ଏଠାରେ: “ଲାଭଦାୟକ”