Door43-Catalog_or_tn/1CO/10/07.md

605 B

ପ୍ରତିମାପୂଜକ

“ଯେଉଁ ଲୋକେ ପ୍ରତିମାକୁ ପୂଜା କରନ୍ତି”

ଭୋଜନପାନ କରିବାକୁ ବସିଲେ

“ଖାଦ୍ୟ ଭୋଜନ କରିବାକୁ ବସିଲେ”

ଏକ ଦିନରେ ତେଇଶ ହଜାର ମରିଗଲେ

“ଈଶ୍ଵର ଏକ ଦିନରେ ତେଇଶ ହଜାର ଲୋକଙ୍କୁ ବଦ୍ଧ କଲେ”

ଏହି କାରଣରୁ

ଏଠାରେ: “ସେମାନେ ବ୍ୟଭିଚାର କରିଥିବା କାରଣରୁ”।