# ପ୍ରତିମାପୂଜକ “ଯେଉଁ ଲୋକେ ପ୍ରତିମାକୁ ପୂଜା କରନ୍ତି” # ଭୋଜନପାନ କରିବାକୁ ବସିଲେ “ଖାଦ୍ୟ ଭୋଜନ କରିବାକୁ ବସିଲେ” # ଏକ ଦିନରେ ତେଇଶ ହଜାର ମରିଗଲେ “ଈଶ୍ଵର ଏକ ଦିନରେ ତେଇଶ ହଜାର ଲୋକଙ୍କୁ ବଦ୍ଧ କଲେ” # ଏହି କାରଣରୁ ଏଠାରେ: “ସେମାନେ ବ୍ୟଭିଚାର କରିଥିବା କାରଣରୁ”।