Door43-Catalog_or_tn/1CO/09/07.md

2.0 KiB

କିଏ ନିଜ ବ୍ୟୟରେ କେବେ ସୈନିକବୃତ୍ତି କରେ?

ଏଠାରେ: “ଏକ ସୈନିକ ନିଜ ଟଙ୍କା ବ୍ୟୟ କରି ସେବା କାର୍ଯ୍ୟ କରେ ନାହିଁ।” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)।

କିଏ ଦ୍ରାକ୍ଷାକ୍ଷେତ୍ର କରି ସେଥିର ଫଳ ଭୋଜନ କରେ ନାହିଁ?

ଏଠାରେ: “ଜଣେ ଦ୍ରାକ୍ଷାକ୍ଷେତ୍ର କରି ସେଥିର ଫଳ ଭୋଜନ କରିବ।” କିମ୍ବା “ଜଣେ ଦ୍ରାକ୍ଷାକ୍ଷେତ୍ର କରି ସେଥିର ଫଳ ଭୋଜନ କରିବ ନାହିଁ ବୋଲି କେହି ମଧ୍ୟ ଆଶା କରିବ ନାହିଁ।” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

କିଏ ପଶୁପଲ ପାଳନ କରି ପଲର ଦୁଗ୍ଧ ପାନ ନ କରେ?

ଏଠାରେ: “ଜଣେ ପଶୁପଲ ପାଳନ କରି ପଲଠାରୁ ଦୁଗ୍ଧ ପାନ କରିବ।” କିମ୍ବା “ଜଣେ ପଶୁପଲ ପାଳନ କରି ପଲଠାରୁ ଦୁଗ୍ଧ ପାନ କରିବ ନାହିଁ ବୋଲି କେହି ମଧ୍ୟ ଆଶା କରିବ ନାହିଁ।” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

ମୁଁ ମାନବୀୟ ଅଧିକାରରେ କଅଣ ଏହିସବୁ କଥା କହୁଅଛି?

ଏଠାରେ: “ମୁଁ ମାନବୀୟ ଅଭ୍ୟାସର ଆଧାରରେ କଅଣ ଏହିସବୁ କଥା କହୁ ନାହିଁ।” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

ବ୍ୟବସ୍ଥା ମଧ୍ୟ କଅଣ ଏହା କହେ ନାହିଁ?

ଏଠାରେ: “ଯାହା ବ୍ୟବସ୍ଥାରେ ଲେଖାଯାଇଛି।” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)