# କିଏ ନିଜ ବ୍ୟୟରେ କେବେ ସୈନିକବୃତ୍ତି କରେ? ଏଠାରେ: “ଏକ ସୈନିକ ନିଜ ଟଙ୍କା ବ୍ୟୟ କରି ସେବା କାର୍ଯ୍ୟ କରେ ନାହିଁ।” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)। # କିଏ ଦ୍ରାକ୍ଷାକ୍ଷେତ୍ର କରି ସେଥିର ଫଳ ଭୋଜନ କରେ ନାହିଁ? ଏଠାରେ: “ଜଣେ ଦ୍ରାକ୍ଷାକ୍ଷେତ୍ର କରି ସେଥିର ଫଳ ଭୋଜନ କରିବ।” କିମ୍ବା “ଜଣେ ଦ୍ରାକ୍ଷାକ୍ଷେତ୍ର କରି ସେଥିର ଫଳ ଭୋଜନ କରିବ ନାହିଁ ବୋଲି କେହି ମଧ୍ୟ ଆଶା କରିବ ନାହିଁ।” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ) # କିଏ ପଶୁପଲ ପାଳନ କରି ପଲର ଦୁଗ୍ଧ ପାନ ନ କରେ? ଏଠାରେ: “ଜଣେ ପଶୁପଲ ପାଳନ କରି ପଲଠାରୁ ଦୁଗ୍ଧ ପାନ କରିବ।” କିମ୍ବା “ଜଣେ ପଶୁପଲ ପାଳନ କରି ପଲଠାରୁ ଦୁଗ୍ଧ ପାନ କରିବ ନାହିଁ ବୋଲି କେହି ମଧ୍ୟ ଆଶା କରିବ ନାହିଁ।” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ) # ମୁଁ ମାନବୀୟ ଅଧିକାରରେ କଅଣ ଏହିସବୁ କଥା କହୁଅଛି? ଏଠାରେ: “ମୁଁ ମାନବୀୟ ଅଭ୍ୟାସର ଆଧାରରେ କଅଣ ଏହିସବୁ କଥା କହୁ ନାହିଁ।” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ) # ବ୍ୟବସ୍ଥା ମଧ୍ୟ କଅଣ ଏହା କହେ ନାହିଁ? ଏଠାରେ: “ଯାହା ବ୍ୟବସ୍ଥାରେ ଲେଖାଯାଇଛି।” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)