Door43-Catalog_or_tn/1CO/07/29.md

1.3 KiB

ସମୟ ଅତ୍ୟଳ୍ପ

ଏଠାରେ: “ଅଳ୍ପ ସମୟ ଅଛି” କିମ୍ବା “ପ୍ରାୟ ସମୟ ଚାଲିଗଲାଣି।”

ରୋଦନ

ଏଠାରେ: “କାନ୍ଦିବା” କିମ୍ବା “ଅଶ୍ରୁ ସହିତ ଗଭୀର ଦୁଃଖ ଅନୁଭବ କରିବା”

ସେମାନେ ଅନଧିକାର ଲୋକ ପରି ହୁଅନ୍ତୁ

ଏଠାରେ: “ସେମାନଙ୍କର କୌଣସି ବିଷୟରେ କିଛି ଅଧିକାର ନାହିଁ”

ଯେଉଁମାନେ ଜଗତର ବିଷୟ ଭୋଗ କରନ୍ତି

ଏଠାରେ: “ଯେଉଁମାନେ ପ୍ରତିଦିନ ଅବିଶ୍ଵାସୀମାନଙ୍କ ସହିତ କାରବାର କରନ୍ତି”।

ସେମାନେ ଭୋଗ ନ କରିବା ଲୋକ ପରି ହୁଅନ୍ତୁ

ଏଠାରେ: “ସେମାନେ ଅବିଶ୍ଵାସୀମାନଙ୍କ ସହିତ କାରବାର ନ କରିବା ଲୋକ ପରି ହୁଅନ୍ତୁ।”

କାରଣ ଏହି ଜଗତର ରୂପ ପରିବର୍ତ୍ତିତ ହେଉଅଛି

କାରଣ ଏହି ଜଗତ ଉପରେ ଶୟତାନର ନିୟନ୍ତ୍ରଣ ଶୀଘ୍ର ବନ୍ଦ କରାଯିବା।