Door43-Catalog_or_tn/1CO/07/29.md

17 lines
1.3 KiB
Markdown
Raw Normal View History

2018-01-11 01:51:28 +00:00
# ସମୟ ଅତ୍ୟଳ୍ପ
ଏଠାରେ: “ଅଳ୍ପ ସମୟ ଅଛି” କିମ୍ବା “ପ୍ରାୟ ସମୟ ଚାଲିଗଲାଣି।”
# ରୋଦନ
ଏଠାରେ: “କାନ୍ଦିବା” କିମ୍ବା “ଅଶ୍ରୁ ସହିତ ଗଭୀର ଦୁଃଖ ଅନୁଭବ କରିବା”
# ସେମାନେ ଅନଧିକାର ଲୋକ ପରି ହୁଅନ୍ତୁ
ଏଠାରେ: “ସେମାନଙ୍କର କୌଣସି ବିଷୟରେ କିଛି ଅଧିକାର ନାହିଁ”
# ଯେଉଁମାନେ ଜଗତର ବିଷୟ ଭୋଗ କରନ୍ତି
ଏଠାରେ: “ଯେଉଁମାନେ ପ୍ରତିଦିନ ଅବିଶ୍ଵାସୀମାନଙ୍କ ସହିତ କାରବାର କରନ୍ତି”।
# ସେମାନେ ଭୋଗ ନ କରିବା ଲୋକ ପରି ହୁଅନ୍ତୁ
ଏଠାରେ: “ସେମାନେ ଅବିଶ୍ଵାସୀମାନଙ୍କ ସହିତ କାରବାର ନ କରିବା ଲୋକ ପରି ହୁଅନ୍ତୁ।”
# କାରଣ ଏହି ଜଗତର ରୂପ ପରିବର୍ତ୍ତିତ ହେଉଅଛି
କାରଣ ଏହି ଜଗତ ଉପରେ ଶୟତାନର ନିୟନ୍ତ୍ରଣ ଶୀଘ୍ର ବନ୍ଦ କରାଯିବା।