Door43-Catalog_or_tn/1CO/07/27.md

1.7 KiB

ବିବାହର ପ୍ରତିଜ୍ଞା ଦ୍ଵାରା ତୁମ୍ଭେ କି ସ୍ତ୍ରୀ ସହିତ ଆବଦ୍ଧ

ଯେଉଁ ପୁରୁଷମାନେ ବିବାହିତ ସେମାନଙ୍କୁ ପାଉଲ ସମ୍ବୋଧନ କରୁଛନ୍ତି। ଏଠାରେ: “ଯଦି ତୁମ୍ଭେ ବିବାହିତ,”

ତେବେ ମୁଁକ୍ତ ହେବା ନିମନ୍ତେ ଚେଷ୍ଟା କର ନାହିଁ

ଏଠାରେ: “ବିବାହର ପ୍ରତିଜ୍ଞା ଠାରୁ ମୁଁକ୍ତ ହେବା ନିମନ୍ତେ ଚେଷ୍ଟା କର ନାହିଁ।”

ତୁମ୍ଭେ କି ଭାର୍ଯ୍ୟା ଠାରୁ ମୁଁକ୍ତ କିମ୍ବା ଅବିବାହିତ?

ବର୍ତ୍ତମାନ ପାଉଲ ସେମାନଙ୍କୁ ସମ୍ବୋଧନ କରୁଛନ୍ତି ଯେଉଁମାନେ ବର୍ତ୍ତମାନ ଅବିବାହିତ ଅଟନ୍ତି। ଏଠାରେ: “ଯଦି ତୁମ୍ଭେ ବର୍ତ୍ତମାନ ବିବାହିତ ନୁହଁ”

ଭାର୍ଯ୍ୟା ପାଇବାକୁ ଚେଷ୍ଟା କର ନାହିଁ

ଏଠାରେ: “ବିବାହ କରିବା ନିମନ୍ତେ ଚେଷ୍ଟା କର ନାହିଁ।”

ପ୍ରତିଶ୍ରୁତିବଦ୍ଧ

“ସମ୍ପାଦିତ” କିମ୍ବା “ଅଙ୍ଗୀକୃତ”

ତୁମ୍ଭେମାନେ ଯେପରି ସେଥିରୁ ରକ୍ଷା ପାଅ, ଏହା ମୋହର ଇଛା

ଏଠାରେ: “ତୁମ୍ଭେ ସେଥିରେ ରୁହ ବୋଲି ମୁଁ ଇଛା କରୁ ନାହିଁ।”