# ବିବାହର ପ୍ରତିଜ୍ଞା ଦ୍ଵାରା ତୁମ୍ଭେ କି ସ୍ତ୍ରୀ ସହିତ ଆବଦ୍ଧ ଯେଉଁ ପୁରୁଷମାନେ ବିବାହିତ ସେମାନଙ୍କୁ ପାଉଲ ସମ୍ବୋଧନ କରୁଛନ୍ତି। ଏଠାରେ: “ଯଦି ତୁମ୍ଭେ ବିବାହିତ,” # ତେବେ ମୁଁକ୍ତ ହେବା ନିମନ୍ତେ ଚେଷ୍ଟା କର ନାହିଁ ଏଠାରେ: “ବିବାହର ପ୍ରତିଜ୍ଞା ଠାରୁ ମୁଁକ୍ତ ହେବା ନିମନ୍ତେ ଚେଷ୍ଟା କର ନାହିଁ।” # ତୁମ୍ଭେ କି ଭାର୍ଯ୍ୟା ଠାରୁ ମୁଁକ୍ତ କିମ୍ବା ଅବିବାହିତ? ବର୍ତ୍ତମାନ ପାଉଲ ସେମାନଙ୍କୁ ସମ୍ବୋଧନ କରୁଛନ୍ତି ଯେଉଁମାନେ ବର୍ତ୍ତମାନ ଅବିବାହିତ ଅଟନ୍ତି। ଏଠାରେ: “ଯଦି ତୁମ୍ଭେ ବର୍ତ୍ତମାନ ବିବାହିତ ନୁହଁ” # ଭାର୍ଯ୍ୟା ପାଇବାକୁ ଚେଷ୍ଟା କର ନାହିଁ ଏଠାରେ: “ବିବାହ କରିବା ନିମନ୍ତେ ଚେଷ୍ଟା କର ନାହିଁ।” # ପ୍ରତିଶ୍ରୁତିବଦ୍ଧ “ସମ୍ପାଦିତ” କିମ୍ବା “ଅଙ୍ଗୀକୃତ” # ତୁମ୍ଭେମାନେ ଯେପରି ସେଥିରୁ ରକ୍ଷା ପାଅ, ଏହା ମୋହର ଇଛା ଏଠାରେ: “ତୁମ୍ଭେ ସେଥିରେ ରୁହ ବୋଲି ମୁଁ ଇଛା କରୁ ନାହିଁ।”