Door43-Catalog_or_tn/1CO/07/25.md

1.3 KiB

ବର୍ତ୍ତମାନ ସେମାନଙ୍କ ସମ୍ବନ୍ଧରେ ଯେଉଁମାନେ କେବେ ବିବାହ କରିନାହାନ୍ତି, ମୁଁ ପ୍ରଭୁଙ୍କଠାରୁ କୌଣସି ଆଜ୍ଞା ପାଇନାହିଁ

ପାଉଲ ଜାଣନ୍ତି ଯେ ଏହି ପରିସ୍ଥିତିରେ କହିବା ନିମନ୍ତେ ଯୀଶୁଙ୍କ କୌଣସି ଶିକ୍ଷା ନାହିଁ। ଏଠାରେ: “ଯେଉଁମାନେ କେବେ ବିବାହ କରିନାହାନ୍ତି ସେମାନଙ୍କ ସମ୍ବନ୍ଧରେ ମୁଁ ପ୍ରଭୁଙ୍କଠାରୁ କୌଣସି ଆଜ୍ଞା ପାଇନାହିଁ।”

ମୋ ମତରେ

ପାଉଲ ଗୁରୁତ୍ଵ ଦିଅନ୍ତି ଯେ ବିବାହ ସମ୍ବନ୍ଧୀୟ ଚିନ୍ତାଧାରା ତାହାଙ୍କ ନିଜର ଅଟେ ପ୍ରଭୁଙ୍କଠାରୁ ସିଧାସଳଖ ଆଜ୍ଞା ନୁହେଁ।

ଫଳସ୍ଵରୂପ

ଏଠାରେ: “ତେଣୁ” କିମ୍ବା “ଏହି କାରଣରୁ”

ଆସନ୍ନ ଦୁର୍ଦ୍ଦଶା

ଏଠାରେ: “ଆସୁଥିବା ବିପତ୍ତି”