Door43-Catalog_or_tn/1CO/07/25.md

13 lines
1.3 KiB
Markdown
Raw Normal View History

2018-01-11 01:51:28 +00:00
# ବର୍ତ୍ତମାନ ସେମାନଙ୍କ ସମ୍ବନ୍ଧରେ ଯେଉଁମାନେ କେବେ ବିବାହ କରିନାହାନ୍ତି, ମୁଁ ପ୍ରଭୁଙ୍କଠାରୁ କୌଣସି ଆଜ୍ଞା ପାଇନାହିଁ
ପାଉଲ ଜାଣନ୍ତି ଯେ ଏହି ପରିସ୍ଥିତିରେ କହିବା ନିମନ୍ତେ ଯୀଶୁଙ୍କ କୌଣସି ଶିକ୍ଷା ନାହିଁ। ଏଠାରେ: “ଯେଉଁମାନେ କେବେ ବିବାହ କରିନାହାନ୍ତି ସେମାନଙ୍କ ସମ୍ବନ୍ଧରେ ମୁଁ ପ୍ରଭୁଙ୍କଠାରୁ କୌଣସି ଆଜ୍ଞା ପାଇନାହିଁ।”
# ମୋ ମତରେ
ପାଉଲ ଗୁରୁତ୍ଵ ଦିଅନ୍ତି ଯେ ବିବାହ ସମ୍ବନ୍ଧୀୟ ଚିନ୍ତାଧାରା ତାହାଙ୍କ ନିଜର ଅଟେ
ପ୍ରଭୁଙ୍କଠାରୁ ସିଧାସଳଖ ଆଜ୍ଞା ନୁହେଁ।
# ଫଳସ୍ଵରୂପ
ଏଠାରେ: “ତେଣୁ” କିମ୍ବା “ଏହି କାରଣରୁ”
# ଆସନ୍ନ ଦୁର୍ଦ୍ଦଶା
ଏଠାରେ: “ଆସୁଥିବା ବିପତ୍ତି”