Door43-Catalog_or_tn/1CO/07/17.md

11 lines
1.8 KiB
Markdown

# ପ୍ରତ୍ୟେକ ଜଣ
“ପ୍ରତ୍ୟେକ ବିଶ୍ଵାସୀ”
# ମୁଁ ସମସ୍ତ ମଣ୍ଡଳୀରେ ଏହିପ୍ରକାର ଆଦେଶ ଦିଏ
ପାଉଲ ସମସ୍ତ ମଣ୍ଡଳୀରେ ବିଶ୍ଵାସୀମାନଙ୍କୁ ଏହିପରି ବ୍ୟବହାରରେ ଆଚରଣ କରିବାକୁ ଶିକ୍ଷା ଦିଅନ୍ତି।
# କେହି କି ସୁନ୍ନତ ଅବସ୍ଥାରେ ବିଶ୍ଵାସ କରିବାକୁ ଆହୂତ ହୋଇଅଛ
ପାଉଲ ସୁନ୍ନତପ୍ରାପ୍ତମାନଙ୍କୁ ସମ୍ବୋଧନ କରୁଛନ୍ତି (ଯିହୁଦୀମାନଙ୍କୁ)। ଏଠାରେ: “ସୁନ୍ନତପ୍ରାପ୍ତମାନଙ୍କୁ, ଯେତେବେଳେ ଈଶ୍ଵର ତୁମ୍ଭମାନଙ୍କୁ ବିଶ୍ଵାସ କରିବାକୁ ଆହୂତ କଲେ ତୁମ୍ଭେମାନେ ସୁନ୍ନତପ୍ରାପ୍ତ ଥିଲ” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)
# କେହି କି ଅସୁନ୍ନତ ଅବସ୍ଥାରେ ବିଶ୍ଵାସ କରିବାକୁ ଆହୂତ ହୋଇଅଛ
ପାଉଲ ବର୍ତ୍ତମାନ ଅସୁନ୍ନତପ୍ରାପ୍ତମାନଙ୍କୁ ସମ୍ବୋଧନ କରୁଛନ୍ତି। ଏଠାରେ: “ଅସୁନ୍ନତପ୍ରାପ୍ତମାନଙ୍କୁ, ଯେତେବେଳେ ଈଶ୍ଵର ତୁମ୍ଭମାନଙ୍କୁ ବିଶ୍ଵାସ କରିବାକୁ ଆହୂତ କଲେ ତୁମ୍ଭେମାନେ ସୁନ୍ନତପ୍ରାପ୍ତ ହୋଇ ନ ଥିଲ” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)