Door43-Catalog_or_tn/1CO/07/17.md

1.8 KiB

ପ୍ରତ୍ୟେକ ଜଣ

“ପ୍ରତ୍ୟେକ ବିଶ୍ଵାସୀ”

ମୁଁ ସମସ୍ତ ମଣ୍ଡଳୀରେ ଏହିପ୍ରକାର ଆଦେଶ ଦିଏ

ପାଉଲ ସମସ୍ତ ମଣ୍ଡଳୀରେ ବିଶ୍ଵାସୀମାନଙ୍କୁ ଏହିପରି ବ୍ୟବହାରରେ ଆଚରଣ କରିବାକୁ ଶିକ୍ଷା ଦିଅନ୍ତି।

କେହି କି ସୁନ୍ନତ ଅବସ୍ଥାରେ ବିଶ୍ଵାସ କରିବାକୁ ଆହୂତ ହୋଇଅଛ

ପାଉଲ ସୁନ୍ନତପ୍ରାପ୍ତମାନଙ୍କୁ ସମ୍ବୋଧନ କରୁଛନ୍ତି (ଯିହୁଦୀମାନଙ୍କୁ)। ଏଠାରେ: “ସୁନ୍ନତପ୍ରାପ୍ତମାନଙ୍କୁ, ଯେତେବେଳେ ଈଶ୍ଵର ତୁମ୍ଭମାନଙ୍କୁ ବିଶ୍ଵାସ କରିବାକୁ ଆହୂତ କଲେ ତୁମ୍ଭେମାନେ ସୁନ୍ନତପ୍ରାପ୍ତ ଥିଲ” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

କେହି କି ଅସୁନ୍ନତ ଅବସ୍ଥାରେ ବିଶ୍ଵାସ କରିବାକୁ ଆହୂତ ହୋଇଅଛ

ପାଉଲ ବର୍ତ୍ତମାନ ଅସୁନ୍ନତପ୍ରାପ୍ତମାନଙ୍କୁ ସମ୍ବୋଧନ କରୁଛନ୍ତି। ଏଠାରେ: “ଅସୁନ୍ନତପ୍ରାପ୍ତମାନଙ୍କୁ, ଯେତେବେଳେ ଈଶ୍ଵର ତୁମ୍ଭମାନଙ୍କୁ ବିଶ୍ଵାସ କରିବାକୁ ଆହୂତ କଲେ ତୁମ୍ଭେମାନେ ସୁନ୍ନତପ୍ରାପ୍ତ ହୋଇ ନ ଥିଲ” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)