Door43-Catalog_or_tn/1CO/07/12.md

13 lines
940 B
Markdown

# ତୃପ୍ତ
“ଇଛୁକ” କିମ୍ବା “ସନ୍ତୁଷ୍ଟ”
# ଏକ ଅବିଶ୍ଵାସୀ ସ୍ଵାମୀ ଶୁଚି କରାଯାଇଅଛି
“ଈଶ୍ଵର ଏକ ଅବିଶ୍ଵାସୀ ସ୍ଵାମୀକୁ ଶୁଚି କରିଅଛନ୍ତି”
(ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)
# ଏକ ଅବିଶ୍ଵାସିନୀ ସ୍ତ୍ରୀକୁ ଶୁଚି କରାଯାଇଅଛି
“ଏକ ଅବିଶ୍ଵାସିନୀ ସ୍ତ୍ରୀକୁ ଈଶ୍ଵର ଶୁଚି କରିଅଛନ୍ତି” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)
# ସେମାନେ ଶୁଚି ଅଟନ୍ତି
“ଈଶ୍ଵର ସେମାନଙ୍କୁ ଶୁଚି କରିଅଛନ୍ତି” (ଦେଖନ୍ତୁ:
ପ୍ରତ୍ୟକ୍ଷ ବା ପରୋକ୍ଷ)