# ତୃପ୍ତ “ଇଛୁକ” କିମ୍ବା “ସନ୍ତୁଷ୍ଟ” # ଏକ ଅବିଶ୍ଵାସୀ ସ୍ଵାମୀ ଶୁଚି କରାଯାଇଅଛି “ଈଶ୍ଵର ଏକ ଅବିଶ୍ଵାସୀ ସ୍ଵାମୀକୁ ଶୁଚି କରିଅଛନ୍ତି” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ) # ଏକ ଅବିଶ୍ଵାସିନୀ ସ୍ତ୍ରୀକୁ ଶୁଚି କରାଯାଇଅଛି “ଏକ ଅବିଶ୍ଵାସିନୀ ସ୍ତ୍ରୀକୁ ଈଶ୍ଵର ଶୁଚି କରିଅଛନ୍ତି” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ) # ସେମାନେ ଶୁଚି ଅଟନ୍ତି “ଈଶ୍ଵର ସେମାନଙ୍କୁ ଶୁଚି କରିଅଛନ୍ତି” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)