Door43-Catalog_or_tn/1CO/07/10.md

1.3 KiB

ବିବାହିତ

ସ୍ଵାମୀ କିମ୍ବା ଭାର୍ଯ୍ୟା ଅଛି (ସ୍ଵାମୀ କିମ୍ବା ଭାର୍ଯ୍ୟା)

ବିଭିନ୍ନ ନ ହେଉ

ଅଧିକାଂଶ ଗ୍ରୀକ୍‌ମାନେ ଆଇନଗତ ତ୍ୟାଗପତ୍ର କିମ୍ବା ସାଧାରଣ ବିଛେଦ ମଧ୍ୟରେ ପ୍ରଭେଦ କରନ୍ତି ନାହିଁ; “ବିଛେଦ” ଅଧିକାଂଶ ଦମ୍ପତି ନିମନ୍ତେ କୁହନ୍ତି ଯେ ଏହି ବିବାହ ଦିର୍ଘସ୍ଥାୟୀ ହେବ ନାହିଁ।

ପରିତ୍ୟାଗ ନ କରୁ

ଏହା “ବିଭିନ୍ନ ନ ହେଉ” ସହିତ ସମାନ, ଉପର ବିବରଣୀକୁ ଦେଖନ୍ତୁ। ଏହା ଆଇନଗତ ତ୍ୟାଗପତ୍ର କିମ୍ବା ସାଧାରଣ ବିଛେଦକୁ ସୂଚିତ କରିପାରେ।

ସ୍ଵାମୀ ସହିତ ପୁନଃ ମିଳିତ ହେଉ

“ସେ ନିଜ ବିବାଦୀୟ ବିଷୟ ଆପଣା ସ୍ଵାମୀ ସହିତ ପୁନଃ ସମାଧାନ କରୁ ଓ ଆପଣା ସ୍ଵାମୀ ନିକଟକୁ ଫେରିଆସୁ” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)।