11 lines
1.3 KiB
Markdown
11 lines
1.3 KiB
Markdown
|
# ବିବାହିତ
|
||
|
ସ୍ଵାମୀ କିମ୍ବା ଭାର୍ଯ୍ୟା ଅଛି (ସ୍ଵାମୀ କିମ୍ବା ଭାର୍ଯ୍ୟା)
|
||
|
|
||
|
# ବିଭିନ୍ନ ନ ହେଉ
|
||
|
ଅଧିକାଂଶ ଗ୍ରୀକ୍ମାନେ ଆଇନଗତ ତ୍ୟାଗପତ୍ର କିମ୍ବା ସାଧାରଣ ବିଛେଦ ମଧ୍ୟରେ ପ୍ରଭେଦ କରନ୍ତି ନାହିଁ; “ବିଛେଦ” ଅଧିକାଂଶ ଦମ୍ପତି ନିମନ୍ତେ କୁହନ୍ତି ଯେ ଏହି ବିବାହ ଦିର୍ଘସ୍ଥାୟୀ ହେବ ନାହିଁ।
|
||
|
|
||
|
# ପରିତ୍ୟାଗ ନ କରୁ
|
||
|
ଏହା “ବିଭିନ୍ନ ନ ହେଉ” ସହିତ ସମାନ, ଉପର ବିବରଣୀକୁ ଦେଖନ୍ତୁ। ଏହା ଆଇନଗତ ତ୍ୟାଗପତ୍ର କିମ୍ବା ସାଧାରଣ ବିଛେଦକୁ ସୂଚିତ କରିପାରେ।
|
||
|
|
||
|
# ସ୍ଵାମୀ ସହିତ ପୁନଃ ମିଳିତ ହେଉ
|
||
|
“ସେ ନିଜ ବିବାଦୀୟ ବିଷୟ ଆପଣା ସ୍ଵାମୀ ସହିତ ପୁନଃ ସମାଧାନ କରୁ ଓ ଆପଣା ସ୍ଵାମୀ ନିକଟକୁ ଫେରିଆସୁ” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)।
|