Door43-Catalog_or_tn/1CO/07/08.md

893 B

ଅବିବାହିତ

“ବର୍ତ୍ତମାନ ବିବାହ କରିନାହାନ୍ତି”; ଏହା ଅନ୍ତର୍ଭୁକ୍ତ କରେ, ଯେଉଁମାନେ କେବେ ବିବାହ କରିନାହାନ୍ତି କିମ୍ବା ପୂର୍ବରେ ବିବାହ କରିଥିଲେ।

ବିଧବା

ଏକ ମହିଳା ଯାହାଙ୍କ ସ୍ଵାମୀ ମୃତ

ଏହା ଭଲ

ଏଠାରେ ଏହି ଶବ୍ଦ “ଭଲ” ଯଥାର୍ଥ ଓ ଗ୍ରହଣୀୟକୁ ଦର୍ଶାଏ। ଏଠାରେ: “ଏହା ଯଥାର୍ଥ ଓ ଗ୍ରହଣୀୟ”

ବିବାହ

ସ୍ଵାମୀ ଓ ଭାର୍ଯ୍ୟା ହେବା।

କାମାନଳରେ ଦଗ୍ଧ

ଏଠାରେ: “ଅବିରତ ଯୌନ ଆବେଗ ସହିତ ବଞ୍ଚିବା।”