# ଅବିବାହିତ “ବର୍ତ୍ତମାନ ବିବାହ କରିନାହାନ୍ତି”; ଏହା ଅନ୍ତର୍ଭୁକ୍ତ କରେ, ଯେଉଁମାନେ କେବେ ବିବାହ କରିନାହାନ୍ତି କିମ୍ବା ପୂର୍ବରେ ବିବାହ କରିଥିଲେ। # ବିଧବା ଏକ ମହିଳା ଯାହାଙ୍କ ସ୍ଵାମୀ ମୃତ # ଏହା ଭଲ ଏଠାରେ ଏହି ଶବ୍ଦ “ଭଲ” ଯଥାର୍ଥ ଓ ଗ୍ରହଣୀୟକୁ ଦର୍ଶାଏ। ଏଠାରେ: “ଏହା ଯଥାର୍ଥ ଓ ଗ୍ରହଣୀୟ” # ବିବାହ ସ୍ଵାମୀ ଓ ଭାର୍ଯ୍ୟା ହେବା। # କାମାନଳରେ ଦଗ୍ଧ ଏଠାରେ: “ଅବିରତ ଯୌନ ଆବେଗ ସହିତ ବଞ୍ଚିବା।”