Door43-Catalog_or_tn/1CO/07/01.md

21 lines
2.0 KiB
Markdown

# ବର୍ତ୍ତମାନ
ପାଉଲ ତାହାଙ୍କ ଶିକ୍ଷାରେ ଏକ ନୂତନ ବିଷୟ ଉପସ୍ଥାପନ କରୁଛନ୍ତି।
# ତୁମ୍ଭେମାନେ ଯେଉଁସବୁ ବିଷୟ ଲେଖିଅଛ
କେତେକ ନିର୍ଦ୍ଦିଷ୍ଟ ପ୍ରଶ୍ନର ଉତ୍ତର ପଚାରିବା ନିମନ୍ତେ କରିନ୍ଥୀୟମାନେ ପାଉଲଙ୍କୁ ପତ୍ର ଲେଖିଥିଲେ।
# ପୁରୁଷ ପକ୍ଷରେ
ଏହି ପ୍ରଚଳିତ ପ୍ରଥାରେ, ପତି କିମ୍ବା ସ୍ଵାମୀ
# ଏହା ଭଲ
ଏଠାରେ: “ଏହା ଯଥାର୍ଥ ଓ ଗ୍ରହଣୀୟ”
# କେତେକ ସମୟରେ ଆପଣା ଭାର୍ଯ୍ୟା ସହିତ ଶୟନ ନ କରିବା ଏକ ପୁରୁଷ ପକ୍ଷରେ ଭଲ ଅଟେ
ଏଠାରେ: “କୌଣସି ପ୍ରକାରେ ଯୌନ ସମ୍ପର୍କ ନ ରଖିବା ଏକ ପୁରୁଷ ପକ୍ଷରେ ଭଲ ଅଟେ”।
# କିନ୍ତୁ ଅନେକ ଅନୈତିକ କାର୍ଯ୍ୟ ନିମନ୍ତେ ପରୀକ୍ଷା ଆସିବା ହେତୁ
ଏଠାରେ: “କିନ୍ତୁ ବିଭିନ୍ନ ଅନୈତିକ କାର୍ଯ୍ୟଗୁଡିକ ଦ୍ୱାରା ଲୋକେ ପ୍ରଲୋଭିତ ହୋଇ ବ୍ୟଭିଚାର ପାପ କରିବାକୁ ପରୀକ୍ଷାରେ ପଡନ୍ତି।”
# ପ୍ରତ୍ୟେକ ପୁରୁଷର ନିଜର ଭାର୍ଯ୍ୟା ଥାଉ, ଆଉ ପ୍ରତ୍ୟେକ ସ୍ତ୍ରୀର ନିଜର ସ୍ଵାମୀ ଥାଉ
ଏହା ସ୍ପଷ୍ଟ କରେ ବହୁବିବାହ ସଂସ୍କୃତି ନିମନ୍ତେ , “ ପ୍ରତ୍ୟେକ ପୁରୁଷର ଏକ ଭାର୍ଯ୍ୟା ଥାଉ, ଆଉ ପ୍ରତ୍ୟେକ ସ୍ତ୍ରୀର ଏକ ସ୍ଵାମୀ ଥାଉ।”