Door43-Catalog_or_tn/1CO/07/01.md

2.0 KiB

ବର୍ତ୍ତମାନ

ପାଉଲ ତାହାଙ୍କ ଶିକ୍ଷାରେ ଏକ ନୂତନ ବିଷୟ ଉପସ୍ଥାପନ କରୁଛନ୍ତି।

ତୁମ୍ଭେମାନେ ଯେଉଁସବୁ ବିଷୟ ଲେଖିଅଛ

କେତେକ ନିର୍ଦ୍ଦିଷ୍ଟ ପ୍ରଶ୍ନର ଉତ୍ତର ପଚାରିବା ନିମନ୍ତେ କରିନ୍ଥୀୟମାନେ ପାଉଲଙ୍କୁ ପତ୍ର ଲେଖିଥିଲେ।

ପୁରୁଷ ପକ୍ଷରେ

ଏହି ପ୍ରଚଳିତ ପ୍ରଥାରେ, ପତି କିମ୍ବା ସ୍ଵାମୀ

ଏହା ଭଲ

ଏଠାରେ: “ଏହା ଯଥାର୍ଥ ଓ ଗ୍ରହଣୀୟ”

କେତେକ ସମୟରେ ଆପଣା ଭାର୍ଯ୍ୟା ସହିତ ଶୟନ ନ କରିବା ଏକ ପୁରୁଷ ପକ୍ଷରେ ଭଲ ଅଟେ

ଏଠାରେ: “କୌଣସି ପ୍ରକାରେ ଯୌନ ସମ୍ପର୍କ ନ ରଖିବା ଏକ ପୁରୁଷ ପକ୍ଷରେ ଭଲ ଅଟେ”।

କିନ୍ତୁ ଅନେକ ଅନୈତିକ କାର୍ଯ୍ୟ ନିମନ୍ତେ ପରୀକ୍ଷା ଆସିବା ହେତୁ

ଏଠାରେ: “କିନ୍ତୁ ବିଭିନ୍ନ ଅନୈତିକ କାର୍ଯ୍ୟଗୁଡିକ ଦ୍ୱାରା ଲୋକେ ପ୍ରଲୋଭିତ ହୋଇ ବ୍ୟଭିଚାର ପାପ କରିବାକୁ ପରୀକ୍ଷାରେ ପଡନ୍ତି।”

ପ୍ରତ୍ୟେକ ପୁରୁଷର ନିଜର ଭାର୍ଯ୍ୟା ଥାଉ, ଆଉ ପ୍ରତ୍ୟେକ ସ୍ତ୍ରୀର ନିଜର ସ୍ଵାମୀ ଥାଉ

ଏହା ସ୍ପଷ୍ଟ କରେ ବହୁବିବାହ ସଂସ୍କୃତି ନିମନ୍ତେ , “ ପ୍ରତ୍ୟେକ ପୁରୁଷର ଏକ ଭାର୍ଯ୍ୟା ଥାଉ, ଆଉ ପ୍ରତ୍ୟେକ ସ୍ତ୍ରୀର ଏକ ସ୍ଵାମୀ ଥାଉ।”