Door43-Catalog_or_tn/1CO/06/18.md

8 lines
1.1 KiB
Markdown

# ପଳାୟନ କର
ଯେପରି ଏକ ବ୍ୟକ୍ତିର ଭୌତିକ ଶରୀର ବିପଦ ଠାରୁ ପଳାୟନ କରେ, ତାହା ତୁଳନାରେ ସେହିପରି ଏକ ବ୍ୟକ୍ତିର ଆତ୍ମିକ ଶରୀର ପାପକୁ ଅଗ୍ରାହ୍ୟ କରେ। ଏଠାରେ: “ସେଠାରୁ ପଳାୟନ କର”।(ଦେଖନ୍ତୁ: ଉଦାହରଣ)
# ସମର୍ପଣ କରିବା
ଏଠାରେ: “ସମ୍ପାଦନ କରିବା” ଅଥବା “କାର୍ଯ୍ୟ ସମ୍ପାଦନ କରିବା”
# “ମନୁଷ୍ୟ ଅନ୍ୟ ଯେକୌଣସି ପାପ କରେ, ତାହା ଶରୀରର ବହିଃର୍ଭୁକ୍ତ”—କିନ୍ତୁ ଯେ ବ୍ୟଭିଚାର କରେ, ସେ ଆପଣା ନିଜ ଶରୀର ବିରୁଦ୍ଧରେ ପାପ କରେ
ବ୍ୟଭିଚାର ପାପର ପରିଣାମ ହେଲା, ଜଣକର ଆପଣା ନିଜ ଶରୀରରେ ଦୁର୍ବଳତା ଓ ରୋଗ ଆସିଥାଏ।