Door43-Catalog_or_tn/1CO/06/18.md

1.1 KiB

ପଳାୟନ କର

ଯେପରି ଏକ ବ୍ୟକ୍ତିର ଭୌତିକ ଶରୀର ବିପଦ ଠାରୁ ପଳାୟନ କରେ, ତାହା ତୁଳନାରେ ସେହିପରି ଏକ ବ୍ୟକ୍ତିର ଆତ୍ମିକ ଶରୀର ପାପକୁ ଅଗ୍ରାହ୍ୟ କରେ। ଏଠାରେ: “ସେଠାରୁ ପଳାୟନ କର”।(ଦେଖନ୍ତୁ: ଉଦାହରଣ)

ସମର୍ପଣ କରିବା

ଏଠାରେ: “ସମ୍ପାଦନ କରିବା” ଅଥବା “କାର୍ଯ୍ୟ ସମ୍ପାଦନ କରିବା”

“ମନୁଷ୍ୟ ଅନ୍ୟ ଯେକୌଣସି ପାପ କରେ, ତାହା ଶରୀରର ବହିଃର୍ଭୁକ୍ତ”—କିନ୍ତୁ ଯେ ବ୍ୟଭିଚାର କରେ, ସେ ଆପଣା ନିଜ ଶରୀର ବିରୁଦ୍ଧରେ ପାପ କରେ

ବ୍ୟଭିଚାର ପାପର ପରିଣାମ ହେଲା, ଜଣକର ଆପଣା ନିଜ ଶରୀରରେ ଦୁର୍ବଳତା ଓ ରୋଗ ଆସିଥାଏ।