5 lines
780 B
Markdown
5 lines
780 B
Markdown
# ଏହା କି ତୁମ୍ଭେମାନେ ଜାଣ ନାହିଁ
|
|
“ତୁମ୍ଭେମାନେ ପୂର୍ବରୁ ତାହା ଜାଣ।” ପାଉଲ ଗୁରୁତ୍ଵ ଦିଅନ୍ତି ଯେ ଏହି ସତ୍ୟକୁ ତୁମ୍ଭେମାନେ ପୂର୍ବରୁ ଜାଣ। (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)
|
|
|
|
# କିନ୍ତୁ ଯେ ପ୍ରଭୁଙ୍କ ସହିତ ସଂଯୁକ୍ତ ହୁଏ, ସେ ତାହାଙ୍କ ସହିତ ଏକ ଆତ୍ମା ହୁଏ
|
|
ଏଠାରେ: “ଯେଉଁ ବ୍ୟକ୍ତି ପ୍ରଭୁଙ୍କ ସହିତ ସଂଯୁକ୍ତ ହୁଏ, ସେ ପ୍ରଭୁଙ୍କ ସହିତ ଏକ ଆତ୍ମା ହୁଏ।” |