Door43-Catalog_or_tn/1CO/06/16.md

780 B

ଏହା କି ତୁମ୍ଭେମାନେ ଜାଣ ନାହିଁ

“ତୁମ୍ଭେମାନେ ପୂର୍ବରୁ ତାହା ଜାଣ।” ପାଉଲ ଗୁରୁତ୍ଵ ଦିଅନ୍ତି ଯେ ଏହି ସତ୍ୟକୁ ତୁମ୍ଭେମାନେ ପୂର୍ବରୁ ଜାଣ। (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

କିନ୍ତୁ ଯେ ପ୍ରଭୁଙ୍କ ସହିତ ସଂଯୁକ୍ତ ହୁଏ, ସେ ତାହାଙ୍କ ସହିତ ଏକ ଆତ୍ମା ହୁଏ

ଏଠାରେ: “ଯେଉଁ ବ୍ୟକ୍ତି ପ୍ରଭୁଙ୍କ ସହିତ ସଂଯୁକ୍ତ ହୁଏ, ସେ ପ୍ରଭୁଙ୍କ ସହିତ ଏକ ଆତ୍ମା ହୁଏ।”