Door43-Catalog_or_tn/1CO/06/14.md

1.3 KiB

ପ୍ରଭୁଙ୍କୁ ଉଠାଇଲେ

ଯୀଶୁଙ୍କୁ ପୂନର୍ବାର ଜୀବିତ କରାଇଲେ ।

ତୁମ୍ଭମାନଙ୍କ ଶରୀର ଯେ ଖ୍ରୀଷ୍ଟଙ୍କ ଅଙ୍ଗ ଅଟେ, ଏହା କି ଜାଣ ନାହିଁ?

ଯେପରି ଆମ୍ଭମାନଙ୍କ ହାତ ଓ ଗୋଡ଼ ଆମ୍ଭମାନଙ୍କ ଆପଣା ନିଜ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଅଟେ, ସେହିପରି ଆମ୍ଭମାନଙ୍କ ଶରୀର ଖ୍ରୀଷ୍ଟଙ୍କ ଶରୀର ରୂପୀ ମଣ୍ଡଳୀର ଅଙ୍ଗପ୍ରତ୍ୟଙ୍ଗ ଅଟେ। ଏଠାରେ: “ତୁମ୍ଭମାନଙ୍କ ଶରୀର ଖ୍ରୀଷ୍ଟଙ୍କ ଅଙ୍ଗ ଅଟେ” (ଦେଖନ୍ତୁ ଉଦାହରଣ)

ତେବେ ମୁଁ କଅଣ ଖ୍ରୀଷ୍ଟଙ୍କ ଅଙ୍ଗ ଘେନିଯାଇ ବେଶ୍ୟାର ଅଙ୍ଗ କରିବି?

ଏଠାରେ: “ତୁମ୍ଭେମାନେ ଖ୍ରୀଷ୍ଟଙ୍କ ଅଙ୍ଗ ଅଟ, ମୁଁ ତୁମ୍ଭମାନଙ୍କୁ ବେଶ୍ୟା ସହିତ ସଂଯୁକ୍ତ କରିବି ନାହିଁ।”

ଏହା ହୋଇ ନ ପାରେ!

ଏଠାରେ: “ତାହା କେବେ ହେଁ ନ ହେଉ!”