Door43-Catalog_or_tn/1CO/06/14.md

13 lines
1.3 KiB
Markdown
Raw Normal View History

2018-01-11 01:51:28 +00:00
# ପ୍ରଭୁଙ୍କୁ ଉଠାଇଲେ
ଯୀଶୁଙ୍କୁ ପୂନର୍ବାର ଜୀବିତ କରାଇଲେ ।
# ତୁମ୍ଭମାନଙ୍କ ଶରୀର ଯେ ଖ୍ରୀଷ୍ଟଙ୍କ ଅଙ୍ଗ ଅଟେ, ଏହା କି ଜାଣ ନାହିଁ?
ଯେପରି ଆମ୍ଭମାନଙ୍କ ହାତ ଓ ଗୋଡ଼ ଆମ୍ଭମାନଙ୍କ ଆପଣା ନିଜ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଅଟେ, ସେହିପରି ଆମ୍ଭମାନଙ୍କ ଶରୀର ଖ୍ରୀଷ୍ଟଙ୍କ ଶରୀର ରୂପୀ ମଣ୍ଡଳୀର ଅଙ୍ଗପ୍ରତ୍ୟଙ୍ଗ ଅଟେ।
ଏଠାରେ: “ତୁମ୍ଭମାନଙ୍କ ଶରୀର ଖ୍ରୀଷ୍ଟଙ୍କ ଅଙ୍ଗ ଅଟେ” (ଦେଖନ୍ତୁ ଉଦାହରଣ)
# ତେବେ ମୁଁ କଅଣ ଖ୍ରୀଷ୍ଟଙ୍କ ଅଙ୍ଗ ଘେନିଯାଇ ବେଶ୍ୟାର ଅଙ୍ଗ କରିବି?
ଏଠାରେ:
“ତୁମ୍ଭେମାନେ ଖ୍ରୀଷ୍ଟଙ୍କ ଅଙ୍ଗ ଅଟ, ମୁଁ ତୁମ୍ଭମାନଙ୍କୁ ବେଶ୍ୟା ସହିତ ସଂଯୁକ୍ତ କରିବି ନାହିଁ।”
# ଏହା ହୋଇ ନ ପାରେ!
ଏଠାରେ: “ତାହା କେବେ ହେଁ ନ ହେଉ!”