Door43-Catalog_or_tn/1CO/06/07.md

1.1 KiB

ପରାସ୍ତ

ଏଠାରେ: “ବିଫଳତା” କିମ୍ବା “କ୍ଷତି”

ପ୍ରତାରଣା

ଏଠାରେ: “ଚାତୁରୀ” କିମ୍ବା “ଠକିବା”

କାହିଁକି ଅନ୍ୟାୟ ସହୁ ନାହଁ? କାହିଁକି କ୍ଷତି ଅଙ୍ଗୀକାର କରୁ ନାହଁ?

ଏଠାରେ: “ସେମାନଙ୍କୁ ବିଚାରାଳୟକୁ ନେବା ଅପେକ୍ଷା ଅନ୍ୟମାନେ ତୁମ୍ଭକୁ ଭୁଲ୍ କହିବା ଓ ତୁମ୍ଭକୁ ପ୍ରତାରଣା କରିବା ଉତ୍ତମ ଅଟେ।” (ଦେଖନ୍ତୁ; ପ୍ରଭାବିତ ପ୍ରଶ୍ନ)

ତୁମ୍ଭମାନଙ୍କ ନିଜ ଭାଇଙ୍କୁ ଓ ଭଉଣୀଙ୍କୁ

ଖ୍ରୀଷ୍ଟଙ୍କ ଠାରେ ସମସ୍ତ ବିଶ୍ୱାସୀମାନେ ପରସ୍ପର ଭାଇ ଓ ଭଉଣୀ। ଏଠାରେ: “ତୁମ୍ଭମାନଙ୍କ ନିଜ ସହବିଶ୍ଵାସୀମାନେ”