# ପରାସ୍ତ ଏଠାରେ: “ବିଫଳତା” କିମ୍ବା “କ୍ଷତି” # ପ୍ରତାରଣା ଏଠାରେ: “ଚାତୁରୀ” କିମ୍ବା “ଠକିବା” # କାହିଁକି ଅନ୍ୟାୟ ସହୁ ନାହଁ? କାହିଁକି କ୍ଷତି ଅଙ୍ଗୀକାର କରୁ ନାହଁ? ଏଠାରେ: “ସେମାନଙ୍କୁ ବିଚାରାଳୟକୁ ନେବା ଅପେକ୍ଷା ଅନ୍ୟମାନେ ତୁମ୍ଭକୁ ଭୁଲ୍ କହିବା ଓ ତୁମ୍ଭକୁ ପ୍ରତାରଣା କରିବା ଉତ୍ତମ ଅଟେ।” (ଦେଖନ୍ତୁ; ପ୍ରଭାବିତ ପ୍ରଶ୍ନ) # ତୁମ୍ଭମାନଙ୍କ ନିଜ ଭାଇଙ୍କୁ ଓ ଭଉଣୀଙ୍କୁ ଖ୍ରୀଷ୍ଟଙ୍କ ଠାରେ ସମସ୍ତ ବିଶ୍ୱାସୀମାନେ ପରସ୍ପର ଭାଇ ଓ ଭଉଣୀ। ଏଠାରେ: “ତୁମ୍ଭମାନଙ୍କ ନିଜ ସହବିଶ୍ଵାସୀମାନେ”