Door43-Catalog_or_tn/1CO/05/11.md

8 lines
1.1 KiB
Markdown

# ଯେଉଁମାନେ ଆହୁତ
ଯେଉଁମାନେ ଆପଣାକୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ଵାସୀ ବୋଲି ଖ୍ୟାତ ଅଟନ୍ତି।
# ମଣ୍ଡଳୀ ବାହାର ଲୋକମାନଙ୍କର ବିଚାର କରିବାରେ କିପରି ମୁଁ ସମ୍ପୃକ୍ତ ହେବି?
ଏଠାରେ: “ମୁଁ ସେମାନଙ୍କ ବିଚାର କରେ ନାହିଁ ଯେଉଁମାନେ ମଣ୍ଡଳୀର ଅଧିକାରଭୁକ୍ତ ନୁହନ୍ତି।” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)
# ମଣ୍ଡଳୀ ଭିତରେ ଯେଉଁମାନେ ଅଛନ୍ତି, ସେମାନଙ୍କ ବିଚାର କି ତୁମ୍ଭେମାନେ କର ନାହିଁ?
“ତୁମ୍ଭେମାନେ ସେମାନଙ୍କ ବିଚାର କର ଯେଉଁମାନେ ମଣ୍ଡଳୀ ଭିତରେ ଅଛନ୍ତି” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)