Door43-Catalog_or_tn/1CO/05/11.md

1.1 KiB

ଯେଉଁମାନେ ଆହୁତ

ଯେଉଁମାନେ ଆପଣାକୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ଵାସୀ ବୋଲି ଖ୍ୟାତ ଅଟନ୍ତି।

ମଣ୍ଡଳୀ ବାହାର ଲୋକମାନଙ୍କର ବିଚାର କରିବାରେ କିପରି ମୁଁ ସମ୍ପୃକ୍ତ ହେବି?

ଏଠାରେ: “ମୁଁ ସେମାନଙ୍କ ବିଚାର କରେ ନାହିଁ ଯେଉଁମାନେ ମଣ୍ଡଳୀର ଅଧିକାରଭୁକ୍ତ ନୁହନ୍ତି।” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

ମଣ୍ଡଳୀ ଭିତରେ ଯେଉଁମାନେ ଅଛନ୍ତି, ସେମାନଙ୍କ ବିଚାର କି ତୁମ୍ଭେମାନେ କର ନାହିଁ?

“ତୁମ୍ଭେମାନେ ସେମାନଙ୍କ ବିଚାର କର ଯେଉଁମାନେ ମଣ୍ଡଳୀ ଭିତରେ ଅଛନ୍ତି” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)