14 lines
1.5 KiB
Markdown
14 lines
1.5 KiB
Markdown
# ଯେତେବେଳେ ଆମ୍ଭେମାନେ ନିନ୍ଦିତ ହେଉଅଛୁ, ଆମ୍ଭେମାନେ ଆଶୀର୍ବାଦ କରୁଅଛୁ
|
|
“ଯେତେବେଳେ ଲୋକେ ଆମ୍ଭମାନଙ୍କୁ ନିନ୍ଦା କରନ୍ତି, ଆମ୍ଭେମାନେ ସେମାନଙ୍କୁ ଆଶୀର୍ବାଦ କରୁ” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)
|
|
|
|
# ନିନ୍ଦା
|
|
ଏଠାରେ: “ଘୃଣା।” ସମ୍ଭବତଃ: “ଖରାପ ବ୍ୟବହାର”, କିମ୍ବା “ଅଭିଶାପ” (ୟୁଡିବି)
|
|
|
|
# ଯେତେବେଳେ ଆମ୍ଭେମାନେ ତାଡ଼ନାପ୍ରାପ୍ତ ହେଉଅଛୁ
|
|
“ଯେତେବେଳେ ଲୋକେ ଆମ୍ଭମାନଙ୍କୁ ତାଡ଼ନା କରନ୍ତି” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)
|
|
|
|
# ଯେତେବେଳେ ଆମ୍ଭେମାନେ ଅପବାଦିତ
|
|
“ଯେତେବେଳେ ଲୋକେ ଆମ୍ଭମାନଙ୍କୁ ଅନ୍ୟାୟ ଭାବେ ଅପବାଦ କରନ୍ତି”
|
|
|
|
# ଏପର୍ଯ୍ୟନ୍ତ ସୁଦ୍ଧା ଆମ୍ଭେମାନେ ଜଗତର ଆବର୍ଜନା ସ୍ଵରୂପ ହୋଇଅଛୁ
|
|
“ଲୋକମାନେ ସୁଦ୍ଧା ଆମ୍ଭମାନଙ୍କୁ ଜଗତର ଆବର୍ଜନା ସ୍ଵରୂପ କରିଥିଲେ।” |