Door43-Catalog_or_tn/1CO/04/12.md

1.5 KiB

ଯେତେବେଳେ ଆମ୍ଭେମାନେ ନିନ୍ଦିତ ହେଉଅଛୁ, ଆମ୍ଭେମାନେ ଆଶୀର୍ବାଦ କରୁଅଛୁ

“ଯେତେବେଳେ ଲୋକେ ଆମ୍ଭମାନଙ୍କୁ ନିନ୍ଦା କରନ୍ତି, ଆମ୍ଭେମାନେ ସେମାନଙ୍କୁ ଆଶୀର୍ବାଦ କରୁ” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)

ନିନ୍ଦା

ଏଠାରେ: “ଘୃଣା।” ସମ୍ଭବତଃ: “ଖରାପ ବ୍ୟବହାର”, କିମ୍ବା “ଅଭିଶାପ” (ୟୁଡିବି)

ଯେତେବେଳେ ଆମ୍ଭେମାନେ ତାଡ଼ନାପ୍ରାପ୍ତ ହେଉଅଛୁ

“ଯେତେବେଳେ ଲୋକେ ଆମ୍ଭମାନଙ୍କୁ ତାଡ଼ନା କରନ୍ତି” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)

ଯେତେବେଳେ ଆମ୍ଭେମାନେ ଅପବାଦିତ

“ଯେତେବେଳେ ଲୋକେ ଆମ୍ଭମାନଙ୍କୁ ଅନ୍ୟାୟ ଭାବେ ଅପବାଦ କରନ୍ତି”

ଏପର୍ଯ୍ୟନ୍ତ ସୁଦ୍ଧା ଆମ୍ଭେମାନେ ଜଗତର ଆବର୍ଜନା ସ୍ଵରୂପ ହୋଇଅଛୁ

“ଲୋକମାନେ ସୁଦ୍ଧା ଆମ୍ଭମାନଙ୍କୁ ଜଗତର ଆବର୍ଜନା ସ୍ଵରୂପ କରିଥିଲେ।”