Door43-Catalog_or_tn/1CO/04/10.md

17 lines
2.0 KiB
Markdown

# ଆମ୍ଭେମାନେ ଖ୍ରୀଷ୍ଟଙ୍କ ନିମନ୍ତେ ମୁଁର୍ଖ, କିନ୍ତୁ ତୁମ୍ଭେମାନେ ଖ୍ରୀଷ୍ଟଙ୍କ ଠାରେ ବୁଦ୍ଧିମାନ
ଖ୍ରୀଷ୍ଟଙ୍କ ଠାରେ ବିଶ୍ଵାସ ବିଷୟକ ଜାଗତିକ ଦୃଷ୍ଟିକୋଣ ଓ ଖ୍ରୀଷ୍ଟିଆନ ମାନଙ୍କ ଦୃଷ୍ଟିକୋଣର ପ୍ରଭେଦ ନିମନ୍ତେ ପାଉଲ ବିପରୀତାର୍ଥକ ଶବ୍ଦ ବ୍ୟବହାର କରନ୍ତି। (ଦେଖନ୍ତୁ: ମେରୀତତ୍ଵ)
# ଆମ୍ଭେମାନେ ଦୁର୍ବଳ, କିନ୍ତୁ ତୁମ୍ଭେମାନେ ବଳବାନ
ଖ୍ରୀଷ୍ଟଙ୍କ ଠାରେ ବିଶ୍ଵାସ ବିଷୟକ ଜାଗତିକ ଦୃଷ୍ଟିକୋଣ ଓ ଖ୍ରୀଷ୍ଟିଆନ ମାନଙ୍କ ଦୃଷ୍ଟିକୋଣର ପ୍ରଭେଦ ନିମନ୍ତେ ପାଉଲ ବିପରୀତାର୍ଥକ ଶବ୍ଦ ବ୍ୟବହାର କରନ୍ତି। (ଦେଖନ୍ତୁ: ମେରୀତତ୍ଵ)
# ତୁମ୍ଭେମାନେ ଗୌରବପ୍ରାପ୍ତ
“ଲୋକେ କରିନ୍ଥୀୟ ଲୋକ ତୁମ୍ଭମାନଙ୍କୁ ସମ୍ମାନୀୟ ବୋଲି ଭାବନ୍ତି”
# ଆମ୍ଭେମାନେ ଅନାଦୃତ
“ଲୋକେ ଆମ୍ଭ ପ୍ରେରିତମାନଙ୍କୁ ଅନାଦୃତ ବୋଲି ଭାବନ୍ତି ”
# ଏହି ବର୍ତ୍ତମାନ ସମୟ ପର୍ଯ୍ୟନ୍ତ
ଏଠାରେ: “ବର୍ତ୍ତମାନ ସମୟ ପର୍ଯ୍ୟନ୍ତ” କିମ୍ବା “ବର୍ତ୍ତମାନ ପର୍ଯ୍ୟନ୍ତ”
# ନୃଶଂସ ଭାବରେ ପ୍ରହାରିତ ହେଉଅଛୁ
ଏଠାରେ: “କଠୋର ଶାରୀରିକ ପ୍ରହାରରେ ଶାସ୍ତି ପାଉଅଛୁ”